‘ପ୍ୟାର୍‌ ଅଲଗା ପ୍ରକାର’ରେ ଜ୍ୟୋତି ଓ ଝିଲିକ୍‌

ଚନ୍ଦ୍ରଶେଖରପୁର : ଦୁଇଟି ଲଗାତାର ହିଟ୍‌ ଫିଲ୍ମ ଭେଟି ଦେଇଥିବା ଓଲିଉଡ୍‌ ହିଟ୍‌ ଯୋଡ଼ି ଜ୍ୟୋତି ଓ ଝିଲିକ୍‌ଙ୍କୁ ଦେଖିବାକୁ ମିଳିବ ଆଉ ଏକ ଫିଲ୍ମରେ। ଆଜି ଓଡିଏମ୍‌ ସ୍କୁଲ୍‌ ମନ୍ଦିର ପରିସରରେ ଏହି ଫିଲ୍ମର ମହୁରତ ହୋଇଯାଇଛି। ପ୍ରଯୋଜକ ବିବେସିତା ଘଡ଼ାଇଙ୍କ ନୂଆ ଚଳଚ୍ଚିତ୍ର ‘ପ୍ୟାର୍‌ ଅଲଗା ପ୍ରକାର’ରେ ଦର୍ଶକମାନେ ପ୍ରେମ କାହାଣୀର କିଛିଟା ଅଲଗା ସ୍ୱାଦ ଦେଖିବାକୁ ପାଇବେ। ଏହାର ମୁଖ୍ୟ ଭୂମିକାରେ ନଟଖଟ ନାୟକ ଜ୍ୟୋତି … Continue reading ‘ପ୍ୟାର୍‌ ଅଲଗା ପ୍ରକାର’ରେ ଜ୍ୟୋତି ଓ ଝିଲିକ୍‌